
ଏସ୍କର୍ଟ ସର୍ଭିସ ନାଁରେ ଆକାଉଣ୍ଟ ଖାଲି କରି ଦେଲେ ଦୁର୍ବୃତ୍ତ
ଭୁବନେଶ୍ଵର: ଏସ୍କର୍ଟ ସର୍ଭିସରେ କଲଗାର୍ଲ ଯୋଗାଇବା ନାଁରେ ଦୁର୍ବୃତ୍ତ ଯୁବକଙ୍କ ଆକାଉଣ୍ଟ ଖାଲି କରି ଦେଇଛନ୍ତି । ମାତ୍ର 20 ମିନିଟର କଥାବାର୍ତ୍ତା ଭିତରେ ଆକାଉଣ୍ଟରୁ 94 ହଜାର 731 ଟଙ୍କା ଗାଏବ ହୋଇଯାଇଛି।
ଗୁଗୁଲ ପେ’ ଜରିଆର

ଜିଓ ହାପି ନ୍ୟୁ ଇୟର ଅଫର: ଏବେ ସମସ୍ତ ନେଟୱାର୍କକୁ ମାଗଣାରେ ଅସୀମିତ ଭଏସ୍ କଲ୍
ଅର୍ଗସ ବ୍ୟୁରୋ: ଘରୋଇ ଭଏସ୍ କଲ୍ ପାଇଁ ଆନ୍ତଃସଂଯୋଗ ବ୍ୟବହାର ଚାର୍ଜ (IUC) ବ୍ୟବସ୍ଥା ଶେଷ ହେବାକୁ ଯାଉଛି, ରିଲାଏନ୍ସ ଜିଓ ଗୁରୁବାର ଦିନ କହିଛି ଯେ ଏହାର ନେଟୱାର୍କରୁ ଭାରତର ଯେ କୌଣସି ନେଟୱାର୍କକୁ ଜାନୁଆରୀ 1, 2021 ରୁ କଲ୍ ମାଗଣ
ବୈଷୟିକ କ୍ଷେତ୍ରରେ ଇସ୍ରୋକୁ ମିଳିଲା ନୂତନ ଦିଗ, ଲଞ୍ଚ ହେଲା ଇସ୍ରୋର ଶକ୍ତିଶାଳୀ CMS-01 ଉପଗ୍ରହ
ଅର୍ଗସ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଆଉ ଏକ ମାଇଲଖୁଣ୍ଟ। ବୈଷୟିକ କ୍ଷେତ୍ରରେ ଇସ୍ରୋକୁ ମିଳିଲା ନୂତନ ଦିଗ। ଲଞ୍ଚ ହେଲା ISROର ଶକ୍ତିଶାଳୀ CMS-01 ଉପଗ୍ରହ । ପୃଥିବୀର ସବୁଠାରୁ ସୁଦୂର କକ୍ଷପଥରେ ସ୍ଥାପିତ ହେବ CMS
ପୃଥୀ-୨ର ରାତ୍ରୀକାଳୀନ ପରୀକ୍ଷଣ ସଫଳ
ବାଲେଶ୍ଵର: ପୃଥୀ-୨ର ରାତ୍ରୀକାଳୀନ ପରୀକ୍ଷଣ ସଫଳ ହୋଇଛି। DRDO ଦ୍ୱାରା ବିକଶିତ ହୋଇଥିବା କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଆଜି ରାତି 7ଟା 2ମିନିଟ ସମୟରେ ଚାନ୍ଦିପୁରର 3ନମ୍ବର ଲଞ୍ଚପ୍ୟାଡ଼ରୁ ପରୀକ୍ଷା କରାଗଲା।
କ୍ଷେପଣାସ୍ତ୍ର
ଜମତାର ଗ୍ୟାଙ୍ଗର ସାଇବର ଠକ.. କିଛି ସେକେଣ୍ଡରେ ଖାଲି କରି ଦେଇ ପାରନ୍ତି ଆକାଉଣ୍ଟ
ଅର୍ଗସ ବ୍ୟୁରୋ: ସିଙ୍ଗଲ ମ୍ୟାନ ଡବଲ ଭଏସ। କେତେବେଳ ବ୍ୟାଙ୍କ କର୍ମଚାରୀ, ଆଉ କେତେବେଳେ ବ୍ୟାଙ୍କ ମ୍ୟାନେଜର। ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ କଥା ହେଉଥିବା ଜଣେ ଯୁବକ କୌଣସି ବ୍ୟାଙ୍କର କର୍ମଚାରୀ ନୁହଁନ୍ତି। ସେ ହେଉଛନ୍ତି ଜମତା

କିଛି ସମୟ ପାଇଁ ଅଚଳ ହୋଇଗଲା ଗୁଗଲ ସହ ଅନେକ ଆପ
ଅର୍ଗସ ବ୍ୟୁରୋ : କିଛି ସମୟ ପାଇଁ ଆଜି ସନ୍ଧ୍ୟାରେ ଗୁଗଲ, ୟୁଟ୍ୟୁବ୍ ଏବଂ ଜିମେଲ୍ ସମେତ ଅନେକ ଆପ ହଠାତ କାମ କରିବାକୁ ବନ୍ଦ କରି ଦେଇଥିଲା। ଲୋକେ ଏନେଇ ସୋସିଆଲ ମିଡିଆରେ ଗୁଗୁଲ, ୟୁଟ୍ୟବ ଡାଉନ ଲେଖିଥିଲେ। ଟ୍ଵିଟରରେ ଏହା ଟ୍ରେଣ୍
କାୟା ବିସ୍ତାର କରୁଛି ସାଇବର କ୍ରାଇମ, 2019ରେ ବିଶ୍ଵ ହରାଇଛି 1 ଲକ୍ଷ କୋଟି ଡଲାର
ଅର୍ଗସ ବ୍ୟୁରୋ : ସାଇବର କ୍ରାଇମ୍ ଯୋଗୁଁ 2019ରେ ବିଶ୍ବ ହରାଇଛି 1 ଲକ୍ଷ କୋଟି ଡଲାର । ଏ ସ୍ଥିତି ଆଗକୁ ଆହୁରୁ ଭୟଙ୍କର ହେବାକୁ ଯାଉଛି। ସାଇବର ସିକ୍ୟୁରିଟି ଫାର୍ମ ମାକାଫି ଏହି ବିଷୟରେ ସୂଚନା ଦେଇଛନ୍ତି। ଭାରତ ଓ ବିଶେଷ କରି ଓଡ଼ିଶାର

ବିଏସଏନଏଲର ଦମଦାର ରିଚାର୍ଜ ପ୍ଲାନ ବିଷୟରେ ଜାଣନ୍ତୁ...
ଅର୍ଗସ ବ୍ୟୁରୋ: ଡିସେମ୍ବରରେ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଦ୍ୱାରା ତିନୋଟି ନୂତନ ପୋଷ୍ଟପେଡ୍ ରିଚାର୍ଜ ଯୋଜନା ଆରମ୍ଭ କରାଯାଇଛି। ଏହି ରିଚାର୍ଜ ଯୋଜନା 75 ଜିବି ହାଇ ସ୍ପିଡ୍ ଡାଟା ଏବଂ ମାଗଣା କଲିଂ ସୁବିଧା ମିଳିବ। ଏହ

ଆଉ 43ଟି ଆପକୁ ବ୍ଲକ କଲେ କେନ୍ଦ୍ର ସରକାର
ଅର୍ଗସ ବ୍ୟୁରୋ: ଦେଶରେ ଆଉ 43ଟି ଆପକୁ ବ୍ଲକ କଲେ କେନ୍ଦ୍ର ସରକାର। ସୂଚନା ପ୍ରଯୁକ୍ତି ଧାରା 69 (A) ଅନୁସାରେ ଆପ ଗୁଡିକୁ ବ୍ଲକ କରାଯାଇଛି। ଦେଶର ସୁରକ୍ଷା ଦୃଷ୍ଟିରୁ ଆପ ଗୁଡିକୁ ବ୍ଲକ କରାଯାଇଛି। ଭାରତର ଏକତା, ଅଖଣ୍ଡତା ଦୃଷ୍ଟିର
Argus News App
Get the app for latest videos, live
videos & exclusive programs.
videos & exclusive programs.
OPEN APP