Mon, Mar 27, 2023 | BHUBANESWAR 31.98° C
ଆପ୍ ଡାଉନଲୋଡ୍ କରନ୍ତୁ
ଆମକୁ ଅନୁସରଣ କରନ୍ତୁ
search icon
Profile picture User Phone code drop down
ସାଇନ୍ ଆଉଟ୍

Trending News Odisha, India News & World News | Live TV| Argus News

angul road accident
ANGUL
ପରିବା କିଣି ଫେରୁଥିବା ବେଳେ ଘଟିଲା ଅଘଟଣ
ଅର୍ଗସ ବ୍ୟୁରୋ : ଅନୁଗୋଳ ଜିଲ୍ଲା ନତଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଚାଳକ ମୃତ୍ୟୁ । ଗଛର ଧକ୍କା ହୋଇ ଘଟଣା ସ୍ଥଳରେ ଚାଳକ ମୃତ୍ୟୁ । ମୃତକ ଜଣଙ୍କ ହେଲେ ହେମସରପଡାର ଭାଗୀରଥି ନାଏକ ବୋଲି ଜଣାପଡିଛି । ଅଧିକ ପଢନ୍ତ
odia actress dead body found in balangir
ACTRESS
ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଅର୍ଗସ ବ୍ୟୁରୋ: ଆଲବମ୍‌ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଲବମ୍ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବଲାଙ୍ଗିରରେ ଚାଞ୍ଚଲ୍ୟ, ଆଲବମ୍ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର। ଆଲବ
Bhojpur actress Akanksha Dubey deadbody found in hotel
ଆକାଂକ୍ଷା ଦୁବେ
ହୋଟେଲରୁ ମିଳିଲା ଭୋଜପୁର ଅଭିନେତ୍ରୀଙ୍କ ମୃତଦେହ
ଅର୍ଗସ ବ୍ୟୁରୋ : ଭୋଜପୁର ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା । ବାରଣାସୀ ସାରନାଥ ଥାନା ସୋମେନ୍ଦ୍ର ହୋଟେଲରେ ତାଙ୍କର ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତଦେହ ମିଳିବା ପରେ ପୋଲିସ ସଙ୍ଗେସଙ୍ଗେ ତାଙ୍
sara ali khan and tiger shroff love story
SARA
ବ୍ରେକଅପ ପରେ ସାରାଙ୍କ ପ୍ରେମରେ ଟାଇଗର...
ଅର୍ଗସ ବ୍ୟୁରୋ: ଟାଇଗର ଶ୍ରଫଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁଣି ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି ଟାଇଗର। ଯାହାକୁ ନେଇ ସବୁଠି ଚର୍ଚ୍ଚା। ନିଜର ଡ୍ୟାନ୍ସ ଏବଂ ଫିଟନେସକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଟାଇଗର ଏବେ ଆଉ କାହ
Bansuri Swaraj entered into active politics as she has been appointed as co-convener of the legal cell of the Delhi BJP.
SUSHAMA SWARAJ
ବାଂଶୁରୀ ହେଲେ ବିଜେପି ଆଇନ ସେଲର ସହ-ସଂଯୋଜିକା
ଅର୍ଗସ ବ୍ୟୁରୋ : ପୂର୍ବତନ ବୈଦେଶିକ ମନ୍ତ୍ରୀ ଦିବଂଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ ବିଧିବଦ୍ଧ ଭାବେ ରାଜନୀତିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ବିଜେପି ଆଇନ୍ ସେଲର ସହ-ସଂଯୋଜିକା ଭାବେ ତାଙ୍କୁ ଗୁରୁଦାୟିତ୍ବ ମିଳିଛି। ବାଂସୁର
Seven dead bodies have returned to Kalahandi within a month
DEAD BODY
ମାସକ ଭିତରେ କଳାହାଣ୍ଡିକୁ ଫେରିଛି ୭ଟି ଶବ
ଅର୍ଗସ ବ୍ୟୁରୋ: ଦାଦନ ଖଟିବାକୁ ଯାଉଛନ୍ତି । କିନ୍ତୁ ଶବ ହୋଇ ଫେରୁଛନ୍ତି । ମାସକ ଭିତରେ କଳାହାଣ୍ଡିକୁ ୭ଟି ଶବ ଫେରିଥିବା ବେଳେ, ଆଜି ପୁଣି ଜଣେ ଦାଦନଙ୍କ ଶବ ଫେରୁଛି । ଦୁଇ ମାସ ତଳେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କାଉଡୋଲ
Security breach during PM Modi's roadshow in Davanagere
PM MODI
ପ୍ରଧାନମନ୍ତ୍ରୀଙ୍କ ବ୍ୟାରିକେଡ ଭିତରେ ପଶିଲେ, ଭିଡିନେଲା ପୁଲିସ
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ପଶିଗଲେ ଅଜଣା ଯୁବକ। ପୁଲିସ ଭିଡିନେଲା। ପରିସ୍ଥିତି ସମ୍ଭାଳିନେଲା। ଘଟଣା ହେଉଛି କର୍ଣ୍ଣାଟକ। ରାଜ୍ୟରେ ବର୍ତ୍ତମାନ ନିର୍ବାଚନୀ ମାହୋଲ ଥିଲାବେଳେ ଡାଭାନଗେରେରେ ଆଜି ମୋଦ
Delhi is in love with odia food
FOOD
ମୋ ଓଡ଼ିଆ ଖାଦ୍ୟ ସହ କାହାର ତୁଳନା ? ପଖାଳ କଂସାକୁ ପୁଣି ରସଗୋଲା ଓ ଡାଲମା
ଅର୍ଗସ ବ୍ୟୁରୋ: ମୋ ଓଡ଼ିଆ ଖାଦ୍ୟ ସହ କାହାର ତୁଳନା ? ପଖାଳ କଂସାକୁ ପୁଣି ରସଗୋଲା ଓ ଡାଲମା । ଓଡ଼ିଆ ପିଠାପଣାର କଥା ବି ନିଆରା । ଚକୁଳି, ଚିତଉ ସାଥେ ମଣ୍ଡା ଓ କାକରା । ଖାଦ୍ୟ ପ୍ରକାରଭେଦରେ ଓଡ଼ିଆ ଉନ୍ନତ, ଯା’ ଐତିହ୍
tiger terror in nuapada
TIGER
ମଣିଷ ଠାରୁ ଗାଇଗୋରୁ ସମସ୍ତଙ୍କୁ ଉଠାଇ ନେଉଛି ବାଘ
ଅର୍ଗସ ବ୍ୟୁରୋ: ମାସେ ହେବ ନୂଆପଡ଼ା ଜିଲ୍ଲାରେ ଆତଙ୍କ ଖେଳାଉଛି କଲରାପତରିଆ ବାଘ । କେତେବେଳେ ଗାଈ ତ କେତେବେଳେ ବାଛୁରୀ କୁ ଟେକି ନେଇ ମାରି ଖାଉଛି ବାଘ । ସୁନାବେଡ଼ା ଅଭୟାରଣ୍ୟରେ ମଧ୍ୟ ଆତଙ୍କ ଖେଲଉଛି ବାଘ । ଘରୁ ଟେକି ନେ
480 kg of cannabis was seized from cow container
ଗଞ୍ଜେଇ
ଗୋଖାଦ୍ୟ ବୋଝେଇ କଣ୍ଟେନରରୁ ଜବତ ହେଲା ୪୮୦ କେଜି  ଗଞ୍ଜେଇ
ମାଲକାନଗରି : ମାଲକାନଗରିରୁ ଜୟପୁର ଯାଉଥିବା ଏକ କଣ୍ଟେନରରୁ ଚମ୍ପାଖେରୀ ଚେକ ପୋଷ୍ଟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଗୋଖାଦ୍ୟ ବୋଝେଇ କଣ୍ଟେନର ଏହି ଗଞ୍ଜେଇ ଚାଲାଣ ସମୟରେ ମାଲକାନଗିରି ପୋଲିସ ପକ୍ଷରୁ ଯାଞ୍
Welcome to the newly appointed state president Manmohan Samal at the state office tomorrow
BJP
ନବ ନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଆସନ୍ତା କାଲି ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା
ଅର୍ଗସ ବ୍ୟୁରୋ : ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଓଡ଼ିଶାରେ ରାଜ୍ୟ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀ ମନମୋହନ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ଅବସରରେ ଆସନ୍ତାକାଲି (ରବିବାର) ଅପରାହ୍
Odia Parba
DELHI
ଦୁଲୁକୁଛି ଦିଲ୍ଲୀ ଦରବାର
ଅର୍ଗସ ବ୍ୟୁରୋ : ଓଡ଼ିଶାର ପାରମ୍ପରିକ ଲୋକକଳା ଓ ଲୋକନୃତ୍ୟରେ ଦୁଲୁକୁଛି ଦିଲ୍ଲୀ ଦରବାର । ଓଡ଼ିଶା ପର୍ବର ଦ୍ବିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଏହାସହି
4 buffaloes killed by tiger at atei Forest Keonjhar
KEONJHAR
ବଡଜାମୁପଶି ଜଙ୍ଗଲରେ ମହାବଳ ଆକ୍ରମଣ : ୪ ମଇଁଷି ମୃତ
ଅର୍ଗସ ବ୍ୟୁରୋ : ମାସକ ପରେ ପୁଣି ଅଟେଇ ସଂରକ୍ଷିତ ଜଂଗଲରେ ସ୍ଥିତି ଜାହିର କରିଛି ମହାବଳ ବାଘ। ଏକା ଥରକେ ୪ଟି ମଇଁଷି କୁ ମାରିବା ପରେ ଗୋଟିଏ ମଇଁସିକୁ ପୁରା ଖାଇଦେଇଛି ବାଘ। କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷି
The tree was cut down for the chariot wood of lord Jagannath
LORD JAGANNATH
ଜଗନ୍ନାଥ ମହାପ୍ରଭୁଙ୍କ ରଥ କାଠ ପାଇଁ କଟା ହେଲା ଗଛ
ଅର୍ଗସ ବ୍ୟୁରୋ: କଟା ହେଲା ଗଛ। ଜଗନ୍ନାଥଙ୍କ ପାଇଁ ରଥ ନିର୍ମାଣ ନିମନ୍ତେ କଟା ହେଲା ରଥ କାଠ।କଣ୍ଟାମାଲ ରେଞ୍ଜର ଟିକ୍ରାପଡା ସ୍ଥିତ ତେଲ ନଦୀ କୂଳରେ ଥିବା ଗ୍ରାମ୍ୟ ଜଙ୍ଗଲରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କା
Lord Ganesha’s laddu sold controversy at angul
ଛିଡୁନି ଦ୍ଵନ୍ଦ
୭ମାସ ବିତିଯାଇଥିଲେ ସୁଦ୍ଧା ଲଡୁ ନିଲାମର ଛିଡୁନି ଦ୍ଵନ୍ଦ
ଅନୁଗୁଳ: ତାଳଚେର ଲଡୁ ନିଲାମର ଅର୍ଥକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ । ଇତି ମଧ୍ୟରେ ୭ମାସ ବିତିଯାଇଥିଲେ ସୁଦ୍ଧା ଲଡୁ ନିଲାମ ବାବଦ ସମସ୍ତ ଟଙ୍କା ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ବ୍ୟାଙ୍କ ଖାତାରେ ପହଞ୍ଚି ପାରିନଥିବ
Why did Urbasi say this about Rizhav?
ରିଷଭ ପନ୍ତ
ରିଷଭଙ୍କୁ ନେଇ କାହିଁକି ଏମିତି କହିଲେ ଉର୍ବସୀ ?
ଅର୍ଗସ ନ୍ୟୁଜ : ଉର୍ବସୀ ଏବଂ ରିଷଭ ପନ୍ତଙ୍କୁ ନେଇ ଗତ କିଛି ଦିନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା । ଉଭୟଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଥିଲା । ଉର୍ବସୀଙ୍କୁ ଯେଉଁ ଇଭେଣ୍ଟ କିମ୍ବ
one child injured in cuttack
CHILD
ରୋଷେଇ ବେଳେ ପଡିଗଲା ଗରମ ପେଜ, ମେଡିକାଲରେ ଭର୍ତ୍ତି
ଅର୍ଗସ ବ୍ୟୁରୋ: ନରସିଂହପୁରରେ ଗରମ ପେଜ ପଡ଼ି ଅଢେଇ ବର୍ଷର ଶିଶୁ ଗୁରୁତର । ଶିଶୁର ନାଁ ଆଦିତ୍ୟ ମଳିକ ବୋଲି ଜଣାପଡିଛି । ଏ ଘଟଣା ଘଟିଛି ନରସିଂହପୁର ଧନିପୁର ଗାଁରେ। ଧନୀପୁର ଗାଁର ଦୁଷ୍ମନ୍ତ ମଳିକଙ୍କର ଘରେ ରୋଷେଇ ବେଳେ ପୁ
Earth day will be celebrated all over the world
EARTH DAY
ଅନ୍ଧାର ହେଲା ସାରା ବିଶ୍ୱ, ଲିଭିଗଲା ଆଲୁଅ
ଅର୍ଗସ ବ୍ୟୁରୋ : ଆଜି ସମଗ୍ର ବିଶ୍ବର ପାଳନ କରିଛି ଆର୍ଥ ଆୱାର । world wide fond for nature(wwf)ଦ୍ୱାରା ସୃଷ୍ଟି ହେଇଥିବା ଏହି ଦିବସଟି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ପାଳିତ ହୋଇଥାଏ । ପୃଥିବୀ ପାଇ
kendrapara aul road accident
AUL
ଦୁର୍ଘଟଣା ସତେ ଯେମିତି ଯମ ଦଉଡି ଭଳି ଭିଡି ନେଉଛି ମଣିଷର ଜୀବନ
ଅର୍ଗସ ବ୍ୟୁରୋ : ଏଠି ଜଗି ବସିଛି ଯମ । କ୍ଷଣ କ୍ଷଣକେ ନେଉଛି ଜୀବନ । ବଢ଼ି ଚାଲିଛି ଦୁର୍ଘଟଣା, ଲିଭି ଚାଲିଛି ଜୀବନ ଦୀପ । ଦୁର୍ଘଟଣା ସତେ ଯେମିତି ଯମ ଦଉଡି ଭଳି ଭିଡି ନେଉଛି ମଣିଷର ଜୀବନ । ଏଇ ରାସ୍ତାରେ ଗଲା ଦେଢ଼ ମାସ ଭିତର
Government programs or party meeting
MEETING
ସରକାରୀ କାର୍ଯ୍ୟକ୍ରମ ନା ଦଳୀୟ ସଭା
ଅର୍ଗସ ବ୍ୟୁରୋ: ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ , ବର୍ତ୍ତମାନର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ।ଏମାନଙ୍କ ନାଁରେ ଜିନ୍ଦାବାଦ ପକାଉଛନ୍ତି ଛାତ୍ର ନେତା । କେବଳ ଜିନ୍ଦାବା
Rain washed away the farmer's golden crop
RAIN
ଅଦିନିଆ ବର୍ଷା ଧୋଇନେଲା ଚାଷୀ ଭାଇଙ୍କ ସୁନାର ଫସଲ
ଅର୍ଗସ ବ୍ୟୁରୋ : ଅଦିନିଆ ବର୍ଷା ସାଜିଲା କାଳ । ଆସିଲା ବର୍ଷିଲା ଧୋଇନେଲା ଚାଷୀ ଭାଇଙ୍କ ସୁନାର ଫସଲ । ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳର ଦୃଶ୍ୟ… । ଚାଷୀ ମାନେ ନିଜନିଜର ଜମିରେ ପନିପରିବା ଫସଲ ଲଗାଇଥିଲେ
Watermelon farmers warn of mass suicide
ଚାଷୀଙ୍କ ଚେତାବନୀ
ସାମୁହିକ ଆତ୍ମହତ୍ୟା ପାଇଁ ତରଭୁଜ ଚାଷୀଙ୍କ ଚେତାବନୀ
ମୟୁରଭଞ୍ଜ: ଅଣ୍ଟା ଭାଙ୍ଗିଦେଲା କାଳବୈଶାଖୀ, ଚିନ୍ତାରେ ତରଭୁଜ ଚାଷୀ। କୋଟି କୋଟି ଟଙ୍କାର ତରଭୁଜ ନଷ୍ଟ,ଋଣ ନେଇ ବହୁ ପରିଶ୍ରମ କରି କରିଥିଲେ ତରଭୁଜ ଚାଷ, ଫଳ ମଧ୍ୟ ଖୁବ୍ ଭଲ ଫଳିଥିଲା ସମ୍ପୂର୍ଣ ଅମଳ ହୋଇଥିଲେ ୮ରୁ ୧୦ କୋଟିର ଲାଭବା
Union Minister Dharmendra Pradhan has congratulated the elected senior lawyer Dharindhar Naik
ଧରଣୀଧର ନାୟକ
'ଧରଣୀଧର ନାୟକଙ୍କ ସଭାପତିତ୍ୱରେ ଆସୋସିଏସନ ଆହୁରି ସୁଦୃଢ଼ ହେବ ବୋଲି ଆଶା'
ଅର୍ଗସ ବ୍ୟୁରୋ: ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନରେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ସଭାପତି ପଦ ପାଇଁ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହୋଇଥିବା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ର
Similipal elephant attack
SIMILIPAL
ଶିମିଳିପାଳରେ ବେଧଡକ ଜନ୍ତୁ ଶିକାର
ଅର୍ଗସ ବ୍ୟୁରୋ : ସଙ୍କଟରେ ଶିମିଳିପାଳ । ଶିମିଳିପାଳରେ ବେଧଡକ ଜନ୍ତୁ ଶିକାର । ପୁଣି ଥରେ ସକ୍ରିୟ ହୋଇଛନ୍ତି ମଣିପୁରର ଲିଶୁବ୍ ଟ୍ରାଇବ । ହାତୀ ଦାନ୍ତ ଚୋରା କାରବାର ପଛରେ ବିଦେଶୀ ରାକେଟ ସନ୍ଦେହ । ଶିମିଳିପାଳରେ ହାତୀ ହତ୍ୟା ପଛର
BJD MLA Soumya's counter attack  to the government
BJD MLA
ସରକାରଙ୍କୁ ବିଜେଡି ବିଧାୟକ ସୌମ୍ୟଙ୍କ ତେରେଛା ବାଣ
ଅର୍ଗସ ବ୍ୟୁରୋ : ମହାନଦୀକୁ ନେଇ ଏଥର ବିରୋଧୀ ନୁହଁନ୍ତି ଖୋଦ୍ ଶାସକ ଦଳର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ତେରେଛା ବାଣ । ପରୋକ୍ଷରେ ସରକାରଙ୍କୁ ଦେଖାଇଛନ୍ତି ଆଇନା । ସୌମ୍ୟ କହିଛନ୍ତି, ପଡୋଶୀଙ୍କ ସହ କଳି ନ କରି ଯେତିକି ବାକି ପାଣ
BJP will make the voice of four and a half crore Odia people
BJP
ସାଢେ ଚାରି କୋଟି ଓଡିଆଙ୍କ ସ୍ୱର ପାଲଟିବ ବିଜେପି
ଅର୍ଗସ ବ୍ୟୁରୋ: ଭାରତୀୟ ଜନତା ପାର୍ଟୀ ହେଉଛି ଆଭ୍ୟନ୍ତରୀଣ ଗଣତାନ୍ତ୍ରୀକ ଏବଂ କ୍ୟାଡର ଭିତିକ ରାଜନୈତିକ ଦଳ । ଏହି ଦଳକୁ ଗଢି ତୋଳିବା ପାଇଁ କୋଟି କୋଟି କାର୍ଯ୍ୟକର୍ତାଙ୍କ ଅବଦାନ ଓ ବଳିଦାନ ଚିରସ୍ମରଣୀୟ । ସାମୁହି
Aul loot case
AUL
ରାତିଅଧରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
ଅର୍ଗସ ବ୍ୟୁରୋ : କିଛି ଦିନର ନିରବତା ପରେ ପୁଣି ଆଳି ଅଞ୍ଚଳରେ ମାତିଲେ ଲୁଟେରା । ଗତ କାଲି ରାତିରେ କଟକ-ଚାନ୍ଦବାଲି ରାସ୍ତାର ଆଳି ବଡିହ ଗ୍ରାମର ବିଭୁତି ନାୟକଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ନଗଦ ଟଙ୍କା ସହି
Dipti Ranjan Das, died while running for the physical examination
ପୋଲିସ ଚାକିରୀ
ଚାକିରୀ ପାଇଁ ଦୌଡୁଥିବା ବେଳେ ଟଳିପଡିଲେ ଦୀପ୍ତିରଞ୍ଜନ
ବ୍ରହ୍ମପୁର: ମନରେ ଥିଲା ଅନେକ ସ୍ୱପ୍ନ । ପୋଲିସ ଚାକିରୀ କରିବେ, ଦେଶ ସେବା କରିବେ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ପୋଲିସ ଚାକିରୀ ତ ହେଲାନାହିଁ ବରଂ ପୋଲିସ ଚାକିରୀ ପାଇଁ ପରୀକ୍ଷା ଦେବା ସମୟରେ ଚାଲିଗଲା ଜୀବନ । ଛତ୍ରପୁର ଠାର
Deepika looks bold in a black dress
ଦୀପିକା ପାଦୁକୋନ
ବ୍ଲାକ ଡ୍ରେସରେ ବୋଲ୍ଡ ଲାଗନ୍ତି ଦୀପିକା
ଅର୍ଗସ ବ୍ୟୁରୋ : ବଲିଉଡ ସେଲିବ୍ରେଟି ମାନେ ପ୍ରାୟତଃ ନିଜ ଡ୍ରେସ କଲର ହେଉ ଅବା ଡିଜାଇନ ,ଏସୁବୁକୁ ନେଇ ବେଶ ଚର୍ଚ୍ଚାରେ ଥାଆନ୍ତି । କାହାର କେମିତି ପସନ୍ଦ ତାକୁ ଦେଖିବାକୁ ତାଙ୍କ ଫ୍ୟାନମାନଙ୍କ ଭିତରେ ବେଶି ଉତ୍କଣ୍ଠା ଦେଖିବାକୁ ମିଳେ
Download Argus News App
close_btn