ରାସ୍ତା ନୁହେଁ ନର୍ଦ୍ଦମା... ଯେଉଁଠି ଦେଖ ଜମି ରହିଛି ପାଣି... ପୋକ ଫୁଟି ଉଡୁଥିବାବେଳେ ବାହାରୁଛି ଦୁର୍ଗନ୍ଧ । ଏ ଦୃଶ୍ୟ ହେଉଛି ନୂଆ ପଡା ଜିଲ୍ଲା ସିନାପାଲି ସହର ମନୋଜ ଭିଡିଓ ହଲ ଗଳି ରାସ୍ତାର । ଗଳି ରାସ୍ତାରେ ବର୍ଷତମାମ ଲହରୀ ମାରୁଛି ଡ୍ରେନ ପାଣି । ପ୍ରତିଦିନ ଆଣ୍ଠୁଏ ନାଳ ନର୍ଦ୍ଦମା ପାଣିରେ ଯାତାୟତ କରୁଛନ୍ତି ଲୋକେ....
#Odishanews #Nuapada #Drane_Problem