ମହାମାରୀରେ ବି ମୁହଁ ଦେଖି କାମ । ଏଭଳି ସାଂଘାତି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ପ୍ରଦୀପ୍ତଙ୍କ ଅଭିଯୋଗ, ପଶ୍ଚିମ ଓଡ଼ିଶାର ସ୍ଥିତି ସାଙ୍ଘାତିକ ହେଲାଣି । କିନ୍ତୁ ଏହାକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର .....
#TheArgus #Corona #PradiptaNayak #BJP #WesternOdisha_Neglect