କୋରୋନା ମହାମାରୀ ସମୟରେ ରାଜ୍ୟର ଅସହାୟ ଓକିଲଙ୍କୁ ଓଡ଼ିଶା ଷ୍ଟେଟ୍ ବାର କାଉନସିଲ୍ର ପ୍ରତାରଣା । 10 ହଜାର ଟଙ୍କାର ସହାୟତା ଯୋଗାଇ ଦେବା ପାଇଁ ଫର୍ମ ମାଗିଥିଲା ବାର କାଉନସିଲ୍ । 2 ମାସ ପରେ ବି ମିଳିଲାନି ଟଙ୍କା । ଏବେ ମାନସିକ ଦୁଶ୍ଚିନ୍ତାରେ ରାଜ୍ୟର ଅସହାୟ ଓକିଲ ....
#TheArgus #Advocate_General #OdishaBar_Council