ଦକ୍ଷିଣ ଚୀନ ସାଗରରେ ଚାଲିବନି ଚୀନର ମନମାନି । କାରଣ ଏବେ ଆଟାକିଂ ମୁଡରେ ଆମେରିକା । ଡ୍ରାଗନର ସୀମାରେ ଉଡ଼ିଲା 5 ଫାଇଟର ପ୍ଲେନ । ଚୀନର ଚେତାବନୀ ପରେ ବି, ବେଫିକର ଆମେରିକା । କହିଲା, ସବୁ ଦେଶ ମିଶି ଚୀନକୁ ଦେବେ ଜବାବ୍....
#TheArgus #America #China #Fight