ଦେଶର ସମସ୍ତ ଗରିବ ପରିବାରଙ୍କୁ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ସରକାରଙ୍କ ସୌଭାଗ୍ୟ ଯୋଜନା । ଅନ୍ୟପଟେ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଜୁଳି ପହଞ୍ଚିଥିବା ଦୀମଡ଼ିମି ପିଟୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଆଜି ବି ଅନ୍ଧାରରେ ଦିନ କାଟୁଛନ୍ତି ନୂଆପଡ଼ା କୋମନା ବ୍ଲକ ବୁଦ୍ଧିକୋମନା ଗାଁ ର ହରିଜନ ପଡା ର 100 ପରିବାର...
#TheArgus #OdishaNews #Nuapada #Komna #Soubhagya_Yojna