କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆସିଛି N95 ନେଇ ଚେତାବନୀ। ସାସ୍ଥ୍ୟ ମହାନିର୍ଦ୍ଦେଶକ ରାଜିବ ଗର୍ଗଙ୍କଠାରୁ ଆସିଥିବା ନିର୍ଦେଶନାମା ଅନୁସାରେ N95 ମାସ୍କ ବ୍ୟବହାର ଦ୍ବାରା କୋଭିଡ ୧୯ ରୋକିବାରେ ହୋଇପାରେ ଓଲଟା ପ୍ରଭାବ । ଏହି ନିର୍ଦେଶନାମା ଅନୁସାରେ ବର୍ତମାନ ଏହି ଛିଦ୍ରଯୁକ୍ତ N95 MASK କରୋନା ଭୂତାଣୁକୁ ରୋକିବାରେ ଅସମର୍ଥ ହୋଇଛି ......
#TheArgus #Nationalnews #N95Mask #Covid19 #HealthAndFW_Dept