କରୋନା କାଳରେ ରାଜ୍ୟରେ ବଢ଼ିଛି ଆତ୍ମହତ୍ୟା ପ୍ରବଣତା । କେଉଁଠି ରୋଜଗାର ହରାଇ ଯୁବକ ଆତ୍ମହତ୍ୟା ପରି ଚରମ ପଦକ୍ଷେପକୁ ବାଛି ନେଉଛି ତ କେଉଁଠି ପରୀକ୍ଷାରେ ଅକୃତକାର୍ଯ୍ୟ ଓ ପାରିବାରିକ ସମସ୍ୟା ପାଇଁ ନିଜ ହାତରେ ଜୀବନ ହାରୁଛନ୍ତି ଲୋକେ ବିଶେଷ କରି ଯୁବବର୍ଗଙ୍କ କ୍ଷେତ୍ରରେ ବଢିଛି ଆତ୍ମହତ୍ୟା ପ୍ରବଣତା । ଜାତୀୟ ହାରଠାରୁ ରାଜ୍ୟର ଆତ୍ମହତ୍ୟାର ହାର ଅଧିକ ରହିଛି ...
#ArgusNews #OdishaNews #Sucide_Prevention_Day