୨୧ ରାଜ୍ୟ ପାଇଁ ମତ୍ସା ସମ୍ପଦ ଯୋଜନାର ଶୁଭାରମ୍ଭ କରିଛନ୍ତି । କୃଷକଙ୍କ ପାଇଁ ଇ-ଗୋପାଳ ମୋବାଇଲ ଆପ ଶୁଭାରମ୍ଭ ହୋଇଛି । ଏହି ମୋବାଇଲ ଆପ କୃଷକ ଙ୍କୁ ଅନେକ ସୂଚନା ପ୍ରଦାନ କରିବା ସହ ସେମାନଙ୍କୁ ଅନ୍ଲାଇନ ତାଲିମ ମଧ୍ୟ ଦେଇପାରିବ । ମାର୍କେଟିଙ୍ଗ୍ ବିଷୟ ରେ ମଧ୍ୟ ଏହି ଆପ୍ ରେ ସୂଚନା ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ....
#ArgusNews #PM #Narendra_Modi #Pratap_Sarangi