ଚାନ୍ଦବାଲି ବ୍ଲକ ତେନ୍ତୁଳିଡିହି ପଞ୍ଚାୟତରେ ଏବେ ବି ଜମି ରହିଛି ବନ୍ୟା ଜଳ...ପଞ୍ଚାୟତର ମୂଳକାଏମା, ଦେଓବିଲି, ଅମ୍ବୁଲ, କମଳପୁର, କାବିନ୍ଧା, ବଇଁଚା, କୁଲିବିନ୍ଧା, ତେନ୍ତୁଳିଡିହି, କାଣ୍ଡିଆ ସାହି, ଠୋକରା ଗାଁର ପ୍ରାୟ 600 ଘର ଦୀର୍ଘ ଛଅ ଦିନ ଧରି ଜଳବନ୍ଦୀ ହୋଇ ରହିଥିବା ବେଳେ 6000ରୁ ଉର୍ଦ୍ଧ୍ବ ଲୋକ ଦୁର୍ଦଶା ଭୋଗୁଛନ୍ତି ....
#Argusnews #Odisha #Bhadrak #Chandbali #Flood