କୋର୍ଟ ପୂର୍ବରୁ, ସୋସିଆଲ ମିଡିଆରେ ଝଡ଼ । ରହୁଛନ୍ତି ଗୋଟିଏ ଘରେ, କିନ୍ତୁ ବିବାଦ ସାମାଜିକ ଗଣମାଧ୍ୟମରେ । ଆମେ କହୁଛୁ ବହୁ ଚର୍ଚ୍ଚିତ ବର୍ଷା- ଅନୁଭବ ଛାଡ଼ପତ୍ର ବିବାଦର କଥା । କେତେବେଳେ ବର୍ଷା ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ତ, ଆଉ କେତେବେଳେ ସାଂସଦ ଅନୁଭବ ମହାନ୍ତି । କୋର୍ଟରେ ଆଇନଗତ ଲଢେଇ ପୂର୍ବରୁ କଥା, ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । #ArgusNews #ArgusOdia #AnubhavMohanty #AnubhavVarshaControversy