ବର୍ଷା ଅନୁଭବ ଚିଠି ବିବାଦ ମାମଲା । ସାମ୍ବାଦିକ ବର୍ଷା ଙ୍କ ଚିଠି ପ୍ରଶ୍ନ ଅନୁଭବ ଙ୍କୁ ପଚାରିବାରୁ ସେ କରୋନା ର ସଚେତନତା କଥା କହିଲେ । ଏହି ପ୍ରଶ୍ନ କୁ ଏଡେ଼ଇଯିବା ପରେ ଆଗକୁ ସମାଧାନ ହେବର ସମ୍ଭାବନା ରହିଛି। ଏହାର କିଛି ସମୟ ପରେ ବିବାଦ ପରେ ପ୍ରଥମ ଥର ବାହାରକୁ ବହାରିଲେ ବର୍ଷା ପ୍ରିୟଦର୍ଶିନୀ। ନିଜ ର ଭଉଣୀ ଓ ପୋଲିସ ପକ୍ଷରୁ ଦିଇଆଯାଇଥିବା ସୁରକ୍ଷା କର୍ମୀ ଙ୍କ ସହ କାର ରେ କେଉଁ ଆଡେ ଗଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ...
#ArgusNews #OdishaNews #Barsha_Anubhab_Controvercy