ମହାନଦୀ ରେ ବନ୍ୟା ଆସିବା ପରେ ଅନେକ ଗାଁ ଏବେ ଜଳମଗ୍ନ ତେବେ ବାଙ୍କୀ ଶିମିଳିପୁର ପଞ୍ଚାୟତ କରବର ଗାଁ ର ଅନେକ ପରିବାର ଆଜକୁ ପାଞ୍ଚ ଦିନ ହେବ ଭିଟାମାଟି ଛାଡି ମହାନଦୀ ବନ୍ଧ ଉପରେ ପାଲ ଟାଙ୍ଗି ଆଶ୍ରୟ ନେଇଛନ୍ତି ....
#Argusnews #Odisha #Cuttack #Banki #Flood