ପରିବା ବଜାରରେ ବନ୍ୟା ଚଡ଼କ... ଆକାଶ ଛୁଆଁ ପରିବା ରେଟ୍ । ଚିନ୍ତାରେ ଗ୍ରାହକ... କୌଣସି ବି ପରିବା 40 ଟଙ୍କା ତଳେ ନାହିଁ । କଟକ ଛତ୍ର ବଜାରରେ ବିନ୍ସ କିଲୋ ପିଛା 140, ପୋଟଳ 60, ବାଇଗଣ 50 ଟଙ୍କା ରହିଛି । ସେହିପରି ଭେଣ୍ଡି 50, ଝୁଡୁଙ୍ଗ 60, କାଙ୍କଡ ଓ ବିଲାତି 60 ଟଙ୍କା ରହିଛି
#ArgusNews #OdishaNews #Flood_Effect #Vegetable_Price