ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆସିଲା ସୁପ୍ରିମ ରାୟ । ମାମଲାର ତଦନ୍ତ କରିବ ସିବିଆଇ । ସିବିଆଇ ଯାଞ୍ଚକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ । ସୁପ୍ରିମକୋର୍ଟରେ ଖାରଜ ହୋଇଛି ରିୟାଙ୍କ ଆବେଦନ ନିଜ ରାୟରେ ସୁପ୍ରିମ କୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ...
#ArgusNews #Sushant_Sing_Death_Mystery #Suprime_Court #CBI