ବନ୍ଦର ନଗରୀ ଚାନ୍ଦବାଲିରେ ନିଶା କାରବାର ରୋକିବା ପାଇଁ ସରକାର ନିର୍ମାଣ କଲେ ଅବକାରୀ ବିଭାଗର କାର୍ଯ୍ୟାଳୟ । ହେଲେ ନିର୍ମାଣର 3 ବର୍ଷ ପରେ ବି ତାହ ଆଜିଯାଏ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଅଫିସରେ ତାଲା ଝୁଲୁଥିବାବେଳେ ଅଫିସର କର୍ମଚାରୀଠୁ ଆରମ୍ଭ କରି ଅଧିକାରୀ ଯାଏଁ କାର୍ଯ୍ୟ ରହୁଛନ୍ତି ଜିଲ୍ଲା ହେଡ଼କ୍ୱାର୍ଟରରେ ....
#Argusnews #Odisha #Bhadrak #Chandabali #Excise_Dept