ଖଣ୍ଡଗିରି ଭରତପୁର ଜିଏ କଲୋନୀରେ ହାତୀର ଅ।ତଙ୍କ । କଲୋନୀରେ ପଶି ପାଚେରୀ ଭାଙ୍ଗିବା ସହ କଦଳୀ ଗଛ ଉପାଡିଛି । ହାତୀ କଲୋନୀରେ ପଶିବା ପରେ ଲୋକମାନେ ଭୟଭୀତ ହୋଇପଡିଥିଲେ । ଏ ନେଇ ସୂଚନା ଦେବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚିଥିଲେ ଏବଂ ହାତୀକୁ ଘଉଡାଇବା ଲାଗି ବନ ବିଭାଗ କର୍ମଚାରୀ ମାନେ ଉଦ୍ୟମ କରିଥିଲେ....
#ArgusNews #OdishaNews #Bhubaneswar #Bharatpur #Elephant