ମହାମାରୀ କରୋନା ଅନେକ ଲୋକଙ୍କ ପାଇଁ ଆଣିଦେଇଛି ନାନାଦି ଦୁଃଖ। କିଏ ଜୀବିକା ହରାଇଛି ତ, ଆଉ କିଏ ଭିଟାମାଟି ଛାଡ଼ି ଘରକୁ ଫେରିଛନ୍ତି । କିନ୍ତୁ ଗଜପତି ଜିଲ୍ଲାରୁ ଆସିଛି ଭିନ୍ନ ଖବର । ଆସାମରୁ ଏକ ପରିବାର ନିଜର ପୂର୍ବପୁରୁଷଙ୍କୁ ଦେଖା କରିବାକୁ ଆସିବା ସମୟରେ ଓଡ଼ିଶାରେ ଫସିଗଲେ ଏହି ପରିବାର...
#ArgusNews #OdishaNews #Gajapati #Lockdown_Effect