ସମ୍ବଲପୁର ର ତିନି ଯୁବ ବୌଜ୍ଞାନିକ ତିଆରି କଲେ ରିଦମୋମିଟର ଫର ପ୍ଲାଣ୍ଟ । ମଣିଷ ର ହୃଦ ସ୍ପନ୍ଦନ ଯେଭଲି ଭାବେ ମପା ଯାଇଥାଏ ଠିକ ସେହି ଭଲି ବୃକ୍ଷ ଲତା ର ମଧ୍ୟ ସ୍ପନ୍ଦନ ମପା ଯିବା ପାଇ ଯନ୍ତ୍ର ତିଆରି କରାଯାଇଛି । ଏହା ଏକ ଡିଜିଟାଲ ମିଟର ହୋଇଥିବାରୁ ଏଥିରେ ବିଭିନ୍ନ କିଟ ଖଞ୍ଜା ଯାଇଛି । ଏହି ମିଟର ଦ୍ବାରା ବୃକ୍ଷଲତା ସ୍ପନ୍ଦନ ଖୁବ ସହଜରେ ଜଣାପଡୁଛି । ଏହା ଚାଷୀ ମାନଙ୍କ ପାଇ ବେଶ ଲାଭ ଦାୟକ ବୋଲି କହିଛନ୍ତି ଯୁବକ ବୌଜ୍ଞାନିକ ।
#TheArgus #Argusnews #Argusodisha #Sambalpur #RhythmoMeter