ଆଦିତ୍ୟ ମୃତ୍ୟୁ ମାମଲାରେ ନୂଆ ମୋଡ । ସାଇକୋ ଲେଡି ପ୍ରସଙ୍କରେ ଥାନାରେ ହାଜର ହେଲେ ଆଦିତ୍ୟଙ୍କ ପ୍ରେମିକା । ଚିନ୍ମୟୀ ମହାପାତ୍ରଙ୍କୁ ସାଇକୋ ଲେଡି କହି କ୍ରାଇମବ୍ରାଞ୍ଚ ସହ ଗଣ ମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ଆଦିତ୍ୟଙ୍କ ପତ୍ନୀ ଓ ଆଦିତ୍ୟଙ୍କ ବନ୍ଧୁ ବିଶ୍ମିତ । ବାଲେଶ୍ୱର ଖଇରା ଥାନାରେ ଆଦିତ୍ୟଙ୍କ ପତ୍ନି ଓ ଆଦିତ୍ୟଙ୍କ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଆଦିତ୍ୟଙ୍କ ପତ୍ନୀ ଚିନ୍ମୟା ମହାପାତ୍ର ।
#ArgusNews #ArgusOdia #AdityaMurderMystery