ବୋୖଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବୁରୁବୁଡ଼ା ଗ୍ରାମରେ ପାଣିର ପଥର ସନ୍ଧିରେ ଫସିଲା 5 ବର୍ଷର ଶିଶୁ... ଶିଶୁଟି ର ନାମ ହେଉଛି ନୀଳମଣି ନାୟକ। ଓଡ୍ରାଫ ଟିମର 2 ଘଣ୍ଟା ଅପରେସନ ପରେବି ଉଦ୍ଧାର ହୋଇ ପାରୁନି ଶିଶୁ ....
#Argusnews #Odisha #Boudh #Rock #Child