ପ୍ଲାଷ୍ଟିକ ଅଣ୍ଡା କହିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଆଜି ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହାର ଭିଡ଼ିଓ ସବୁଆଡେ ଭାଇରାଲ ହେବାରେ ଲାଗିଛି । ସରକାର ଅନେକ ଯୋଜନା କରୁଛନ୍ତି । ଗର୍ଭବତୀ ମହିଳା ଏବଂ ତିନି ବର୍ଷର ଛୁଆଙ୍କୁ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଅଣ୍ଡା ଦିଆଯାଉଛି । କିନ୍ତୁ ସେହି ଅଣ୍ଡା ଯେତେବେଳେ ପ୍ଲାଷ୍ଟିକ ବାହାରୁଛି ତାହାକୁ ନେଇ ଏବେ ସେହି ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି ...
#TheArgus #Jharsuguda #PlasticEgg #ViralVideo