କଂସାବାସନ ଓ ପିତଳ ମୂର୍ତି ପାଇଁ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଓ ଖଳିସାହିର ଯଥେଷ୍ଠ ସୁନାମ ରହିଛି l ଏଠାରେ ତିଆରି ହେଉଥିବା କାରୁକାର୍ଯ୍ୟ ଭରା ପିତଳ ମୂର୍ତିର ରାଜ୍ୟ ତଥା ରାଜ୍ୟବାହାରେ ଯଥେଷ୍ଠ ଚାହିଦା ରହିଛି କରୋନା ମହାମାରୀ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିବାରୁ ଏବେ ପାରମ୍ପରିକ ଶିଳ୍ପକୁ ନେଇ ଜୀବିକା ନିର୍ବାହ କରୁଥିବା ଶହ ଶହ ମୂର୍ତି କାରିଗର ଦୂର୍ଦିନରେ ଜୀବନ ବିତାଉଛନ୍ତି...
#TheArgus #Odishanews #Nayagarh