ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ବାସ୍ତବତା । 2019 ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘରର ପ୍ରତିଶ୍ରୁତି ଏବେ ପାଲଟିଛି ପ୍ରତାରଣା । ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନାହିଁ ପକ୍କା ଘର । ସରକାରଙ୍କ ଦେଖାଉଥିବା ତାଲିକାରେ ଏମାନେ ନାହାନ୍ତି । ମୟୁରଭଞ୍ଜ ଜିଲ୍ଲା ବଡସାହିରୁ ଆସିଛି ଏମିତି ଦୃଶ୍ୟ ଯାହା ପଦାରେ ପକାଇ ଦେଇଛି ଅସଲ ଚିତ୍ରକୁ ....
#ArgusNews #OdishaNews #Mayurbhanj #Badasahi #Abasa_Yojana