ପୁଣି ବଦନାମ ହେଲା ଖାକି । କନଷ୍ଟେବଳଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କୁ ପ୍ରତାରଣା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ବଣାଇଁ ଅ଼ଞ୍ଚଳରୁ । ନ୍ୟାୟ ଦାବିରେ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା #ArgusNews #OdishaNews #Sundargarh #Bonai #Police_Crime