ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଯୁବ ଉଦ୍ୟୋଗୀମାନେ କାମ କରନ୍ତୁ । ଘରୋଇ ଉଦ୍ୟୋଗୀଙ୍କୁ ସହାୟତା କରିବାକୁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ସାମାଜିକ ଏବଂ ଅର୍ଥନୈତିକ ଆହ୍ୱାନକୁ ଚିହ୍ନଟ କରି ଭାରତକୁ ଆତ୍ମନିର୍ଭର କରିବା ପାଇଁ କାମ କରନ୍ତୁ । ବିଶ୍ୱକୁ ଲାଭ ଦେଉଥିବା ମଡେଲ୍ ପ୍ରତିଷ୍ଠା କରିବା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭିଡ଼ିଓ କନଫରେନ୍ସିଂ ଯୋଗେ ‘ଉଦ୍ୟୋମୀ ଉତ୍ସବ’ର ଉଦଘାଟନ କରିବା ଅବସରରେ ଯୁବ ଉଦ୍ୟୋଗୀମାନଙ୍କୁ ଏହି ଆହ୍ୱାନ କରିଛନ୍ତି...
#TheArgus #National #Central_Minister #Dharmendra_Pradhan