ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେ କାନପୁର ୱାଲାର ଅନ୍ତ । ରକ୍ତର ଖେଳ ଆରମ୍ଭ କରିଥିବା ବିକାଶ ଦୁବେ STFର ଏନକାଉଣ୍ଟରରେ ମୃତ । କାନପୁରରେ 8 ଜଣ ପୋଲିସ କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଶୁକ୍ରବାର ପୋଲିସ ଗୁଳିରେ ମୃତ୍ୟୁ ହୋଇଛି । ବିକାଶ ଦୁବେ ଶରୀରରେ 4 ରାଉଣ୍ଡ ଗୁଳି ବାଜି ଥିବା ସୂଚନା ରହିଛି ....
#TheArgus #Bikas_Dube #Encounter