ଶ୍ୟାମଳ ଗହନ ବନ ମଧ୍ୟରେ କୁଳୁକୁଳୁ ହୋଇ ବହିଯାଉଛି ଝରଣାଟିଏ । ବଡବଡ ଚାଚଂରା ପଥର ମଧ୍ୟରେ ଅଙ୍କେବଙ୍କେଇ ହୋଇ ଏହାରି ବକ୍ଷରେ କୁଳୁକୁଳୁ ନାଦ କରି ଭାରି ସୁନ୍ଦର ଭାବରେ ବହୁଥିବା ଏହି ଝରଣା ଦର୍ଶକମାନଙ୍କୁ ବେଶ କିଛି ସମୟ ପାଇଁ ଏକ ଭାବନା ରାଇଜରେ ବୁଡାଇ ଦେବ.....
#Odishanews #Bramhapur #Bramhapur #Waterfall