ମୁହଁରେ ବେଦମନ୍ତ୍ର । ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ସ୍ତୁତି ପ୍ରାଞ୍ଜଳ ଭାବେ ଉଚ୍ଚାରଣ କରି ପାରୁଛନ୍ତି ସମଜାନ ଖାତୁନ୍ । ଜଣେ ମୁସଲିମ ସମ୍ପ୍ରଦାୟର ଛାତ୍ରୀ ହୋଇଥିଲେ ମଧ୍ୟ ସେ ଅନର୍ଗଳ ଭାବେ ବେଦ ମନ୍ତ୍ର ପାଠ କରୁଛନ୍ତି । ହେଲେ ଧାର୍ମିକ ଭାବନାରୁ ଉପରେ ଥିବା ସମଜାନଙ୍କ ପାଇଁ ପାଠପଢାରେ ଅର୍ଥ ବାଧକ ସାଜିଛି....