ଲଗାଣ ବର୍ଷାରେ ବେହାଲ୍ ରାଜ୍ୟର ଅନେକ ସ୍ଥାନ । ମାଲକାନଗିରିରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ପୋଲ ଭାଙ୍ଗିଯାଇଥିବାବେଳେ ରାସ୍ତା ଉପରେ ଚାଲୁଛି ପାଣି । 4ଟି ଗାଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାଜ୍ୟର ଅନେକ ଗାଁ ଜଳମଗ୍ନ ହୋଇଥିବାବେଳେ ଘରେ ପାଣି ପଶି ଜନଜୀବନ ପ୍ରଭାବିତ ହୋଇଛି ।... #ArgusNews #Odisha #Flood #