କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟର ଏହି ମହାନ ତାରକା । ଭାରତକୁ ସବୁ ଫର୍ମାଟରେ ଶିଖରରେ ପହଞ୍ଚାଇଥିଲେ ଧୋନୀ । ଶୁଣନ୍ତୁ ଏନେଇ କଣ କହୁଛନ୍ତି ବିଶ୍ବକପ ବିଜୟୀ ଟିମ ମ୍ୟାନଜର ରଞ୍ଜୀବ ବିଶ୍ବାଳ....
#ArgusNews #National #Cricket_Player #Mahendra_Singh_Dhoni #Ranjiv_Biswal