ଘର ଭାଙ୍ଗିବାକୁ 20 ଦିନ ପୁରିଲା । ଏବେ ବି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ ଙ୍କ ପରିବାର ବିଚ୍ଛିନ । ପ୍ରତିଶ୍ରୁତି ଦେଇ ଭୁଲି ଯାଇଛି ପ୍ରଶାସନ... ଅସଜଡା ଘର ସଜାଡି ହୋଇପାରୁନି । ସେହି ଭଙ୍ଗା ଦଦରା ଘରେ ବିତୁଛି ଜିତେନ୍ଦ୍ରଙ୍କ ପୁରା ପରିବାରର ଜୀବନ...
#Argusnews #Odisha #Sambalpur #Padmashree_Award