ମାନବପ୍ରେମୀ ଆଦିତ୍ୟ ଦାଶ ମାମଲାରେ ପୁଣି ଥରେ ଆଦିତ୍ୟଙ୍କ ଘରେ ପହଁଚିଥିଲେ କ୍ରାଇମ ବ୍ରାଞ୍ଚ ଟିମ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ବିଭିନ୍ନ ଦିଗରୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଜେରାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ।....
#ArgusNews #Odisha #Bhubaneswar #Aditya_Das_Murder_Mystery