ମହାମାରୀ କରୋନା ସହ ଲଢେଇ ଭିତରେ ନିର୍ବାଚନୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲାଣି ରଣନୀତି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ । ଉଭୟ ନିର୍ବାଚନ ମଣ୍ଡଳୀର ଦୁଇ ବିଧାୟକ ମଦନ ମୋହନ ଦତ୍ତ ଓ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଦୁଇଟି ବିଧାନସଭା ସିଟ.....
#ArgusNews #Odisha #Pre_Election #Jagatsinghpur #Balasore