ନୟାଗଡର କୁନି ପ୍ରତିଭା ଅୟଶକାନ୍ତ । କୁନି କଣ୍ଠରେ ଗାଉଛନ୍ତି ଓଡିଶାର ପ୍ରାଚୀନ,ଛାନ୍ଦ,ଓ ଚଉପଦୀ । ଅତି ସହଜ ଓ ଚମତ୍କାର ଶୈଳୀରେ ଆବୃତ୍ତି କରୁଛନ୍ତି । ଆଜିର ଆଧୁନିକ ସାହିତ୍ୟରେ ପ୍ରାଚୀନ ଓ ମଧ୍ୟ ଯୁଗୀୟ ଓଡିଆ ସାହିତ୍ୟ ପ୍ରତି ଅୟଶକାନ୍ତଙ୍କ ଏହି ଆଗ୍ରହ ସମସ୍ତଙ୍କୁ ଖୁବ୍ ବିସ୍ମିତ କରିଛି....
#ArgusNews #Odisha #Nayagarh #Talented_Ayashkant