ନିର୍ବାଚନ ଆସିଲେ ନେତା ଆସନ୍ତି ପୁଣି ପ୍ରତିଶୃତି ଦେଇ ଚାଲିଯାଆନ୍ତି । ଅବସ୍ଥା ପରିବର୍ତ୍ତନ ହୁଏ ନାହିଁ । ତେଣୁ ଏହି ଉପନିର୍ବାଚନରେ ତିର୍ତ୍ତୋଲ ପଞ୍ଚାୟତବାସୀ ଭୋଟ ବର୍ଜନ କରିବା ସହିତ ନେତାଙ୍କୁ ଗାଁରେ ପୁରାଇ ନଦେବାକୁ ସ୍ଥିର କରିଥିବା କହିଛନ୍ତି....
#ArgusNews #Odisha #Byelection #Jagatsinghpur #Tirtol