କାନ୍ଦିଲେ ମାନସ !
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମ୍ବେଦନହୀନ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ମାନସ ଦତ୍ତ । କହିଛନ୍ତି, ମୋତେ ଗାଳିକର ପଛେ ମୋ ବାପାଙ୍କୁ ଅପମାନିତ କରନ୍ତୁ ନାହିଁ । ପରିବାରକୁ ଛାଡି ବାଲେଶ୍ବରବାସୀଙ୍କ ସହ ରହୁଥିବା ନେତାଙ୍କ ନାଁରେ ଏଭଳି ମନ୍ତବ୍ୟ ଜମା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମାନସ ।....
#ManasDutta #BJP #Balasore