କୋରୋନା କାରଣରୁ ଦଶହରା ପରେ ଫିକା ପଡିଛି ଗଜଲକ୍ଷ୍ମୀ ପୂଜା । ମା’ ଲକ୍ଷ୍ମୀ ସୌଭାଗ୍ୟ, ସୌନ୍ଦର୍ଯ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ । ସାରା ରାଜ୍ୟରେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଉତ୍ସବ ମୁଖର ହୋଇଛି । କିନ୍ତୁ କୋରୋନା ପାଇଁ ଲାଗିଛି କଟକଣା । ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ବିଭିନ୍ନ ମଣ୍ଡପରେ ଚାଲିଛି ଧନଦାତ୍ରୀଙ୍କ ପୂଜାର୍ଚ୍ଚନା.....
#ArgusNews #Odisha #Gajalaxmi_Puja
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2