ପୁଣି ଅସ୍ତରଙ୍ଗ ବ୍ଳକର ବ୍ଲକ ଅଧିକାରୀଙ୍କ ନାଁରେ ଅଭିଯୋଗ । ଉଚପ୍ରଶାସନିକ ଅଧିକାରି ମାନଙ୍କୁ ଭୁକ୍ଷପ ନକରି ବ୍ଲକ ଅଧିକାରୀ ଅଂଚଳରେ ନିଜର ମନମାନୀ ଚଳାଉଥିବା ଅଭିଯୋଗ ହୋଇଛି । ଯାହାର ବିବାଦିୟ ଫର୍ଦ ହେଉଛି ପିଡିଏସ ଦୁର୍ନିତିରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲାପାଳ ବାରମ୍ବାର କହିବାସତ୍ବେ ବିଡିଓ ପିଇଓ ଙ୍କ ଉପରେ କୌଣସି ପଦକ୍ଷପ ନ ନେବା ଓ ଏବେ ଆରଡିସ ଓ ତହସିଲଦାର ମନା କରିବା ସତ୍ବେ ବେଆଇନ ଯାଗାରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ କରିବା...
#ArgusNews #Puri #Kakatapur #Anganawadi_Scam