ଟୀକା ନ ଆସିବା ପର୍ଯ୍ୟନ୍ତ କୋଭିଡ ଗାଇଡଲାଇନ ମାନନ୍ତୁ । ମାସ୍କ ପିନ୍ଧିବା ସହ ଦୁଇ ମିଟର ସାମାଜିକ ଦୂରତା,ନିୟମିତ ବ୍ୟବଧାନରେ ହାତ ଧୋଇବାକୁ, ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ । । ରାଜ୍ୟର 4 ପ୍ରମୁଖ ସ୍ବାସ୍ଥ୍ୟ ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି.....
#ArgusNews #Odisha #Central_Minister #Dharmendra_Pradhan