ସିଲଭର ସିଟିରେ ସକ୍ରିୟ ସକିଲ ଗ୍ୟାଙ୍ଗ । ପାର୍ବଣ ଋତୁ ପୂର୍ବରୁ ଦାଦାବଟି ଆଦାୟ ପାଇଁ ଧମକ । ମୁଣ୍ଡରେ ବନ୍ଧୁକ ଲଗାଇ ଦେଉଛନ୍ତି ଧମକ ଚମକ । ଆଉ ଜେଲ ଭିତରୁ ନେଟୱାର୍କ ଚଳାଇଛନ୍ତି ଗ୍ୟାଙ୍ଗଷ୍ଟର । ଗତ ସପ୍ତାହେ ମଧ୍ୟରେ 2 2ଟି ଘଟଣା ସାମ୍ନାକୁ ଆସିଛି । ଡି ବ୍ରଦର୍ସ ପରେ ଏବେ ସକିଲ ଗ୍ୟାଙ୍ଗର 4 ସହଯୋଗୀ ଗିରଫ.... #Argusnews #Odisha #Cuttack #Silvercity #Sakil_Gang
