ଆହୁରି ମଜବୁତ ହେବ ଭାରତୀୟ ନୌସେନା । ଅକ୍ଟୋବରରେ 55ହଜାର କୋଟି ବ୍ୟୟ ଅଟକଳରେ ସବ୍-ମରାଇନ ପରିଯୋଜନା ହେବ ଆରମ୍ଭ । ଚୀନ ନୌସେନାକୁ ଜବାବ ଦେବା ପାଇଁ ଭାରତୀୟ ନୈାସେନାର ପ୍ରସ୍ତୁତି । 2ଟି ଦେଶୀ କମ୍ପାନୀ ସହ 5ଟି ବିଦେଶୀ କମ୍ପାନୀକୁ ନେଇ ଆରମ୍ଭ ହେବ ପ୍ରକଳ୍ପ...
#ArgusNews #Maharastra #Mumbai #Indian_Navy