ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ରକ୍ଷାବନ୍ଧନର ପର୍ବ ଭାଇ-ଭଉଣୀଙ୍କର ପବିତ୍ର ସମ୍ପର୍କକୁ ଆହୁରି ମଧ୍ୟ ମଜଭୂତ କରି ଦେଇଥାଏ। ରାକ୍ଷୀ ହେଉଛି ଏକ ରେଶମୀ ସୂତା ମାତ୍ର ଏହା ଭାଇଭଉଣୀ ସମ୍ପର୍କର ଏକ ମଜଭୂତ ଚିହ୍ନ। ଏହି ଡ଼ୋର ଦ୍ୱାରା ହିଁ ଭାଇଟିଏ ନିଜ ଭଉଣୀପ୍ରତି ରକ୍ଷା ବଚନ ଦେଇଥାଏ। ଏହିଦିନ ଭାଇ ନିଜ ଭଉଣୀଙ୍କୁ ଉପହାର ଦେଇଥାଆନ୍ତି। କିନ୍ତୁ ପରିବେଶକୁ ସୁରକ୍ଷା ଦେଉଥିବା ବୃକ୍ଷକୁ ରାକ୍ଷୀ ବାନ୍ଧି ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି ମହିଳା.....
#TheArgus #Odishanews #Rakhi