ସୁଶାନ୍ତ ମୃତ୍ୟୁକୁ ନେଇ ମୂଳରୁ ହିଁ ଥିଲା ସସପେନ୍ସ । ରିୟା, ବଲିଉଡ ଓ ଆର୍ଥିକ କାରବାର । ପ୍ରତିଦିନ ମାମଲାକୁ ନେଇ ଆସିଥିଲା ନୂଆ ନୂଆ ଦିଗ । ଫ୍ୟାନ୍ସ, ନେତା ଓ ଅଭିନେତା । ସମସ୍ତେ ଏହି ଅଭିଯାନରେ ସାମିଲ ହୋଇଥିଲେ । ତେବେ କିଭଳି ଥିଲା 14 ଜୁନରୁ 19 ଅଗଷ୍ଟ ପର୍ଯ୍ୟନ୍ତ ଘଟଣାକ୍ରମ ? ଆସନ୍ତୁ ଦେଖିବା ଏ ରିପୋର୍ଟ...
#ArgusNews #National #Mumbai #Sushant_Death_Mystery