ଧଳା ଜହର ଡିଲ୍ ଅଭିଯୋଗରେ ଛନ୍ଦି ହୋଇଥିବା ଜଳେଶ୍ୱର ଥାନାବାବୁ ସସପେଣ୍ଡ ହୋଇଛନ୍ତି । ଦଲାଲ ଓ ମାଫିଆଙ୍କ ଭୂମିକାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ । ତେବେ ପ୍ରଶ୍ନ କେବଳ ନିଲମ୍ବନରେ ହିଁ ରହିଯିବନି ତ ପୋଲିସର କାର୍ଯ୍ୟାନୁଷ୍ଠାନ । ଧଳାଜହରର କାରବାରର ଚେର କେଉଁଯାଏ ଲମ୍ବିଛି.. ଏଥିରେ ଆଉ କେଉଁ ବଡବାବୁ ନାହାଁନ୍ତି ତ !.....
#ArgusNews #Odisha #Balasore #Jalesore