କରୋନା ମୁକାବିଲା ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ । କଟାଯାଉଛି ଚାଲାଣ, ସିଲ ହେଉଛି ଦୋକାନ । ଦୈତନଗରୀ ଭୁବନେଶ୍ୱର ଓ କଟକରେ ଦେଖିବାକୁ ମିଳିଛି ସମାନ ଚିତ୍ର । ସବୁଠି ଥିଲା ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ......
#ArgusNews #Odisha #Covid_Situation