ଖୋର୍ଦ୍ଧା ବେଗୁନିଆରେ ଖୁଲମଖୁଲ୍ଲା ବିକ୍ରି ହେଉଛି ବାରହା ମାଂସ । ଜଙ୍ଗଲରୁ ବାରହା ଶିକାର କରି ମାଂସ ବିକୁଛନ୍ତି ଶିକାରୀ । ସାଧାରଣ ଲୋକେ ମଧ୍ୟ ମାଂସ କିଣି ଘରକୁ ନେଉଛନ୍ତି । ଏମିତି କିଛି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ପରେ ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ଉଠିଛି ପ୍ରଶ୍ନ....
#ArgusNews #Odisha #Khordha #Begunia #Hunter