ସହଜ ନୁହେଁ ସରକାରଙ୍କ ପାଇଁ ଅପହଞ୍ଚ ଜନତାଙ୍କ ଦୁଃଖ କଷ୍ଟର ଅଡିଟ କରିବା । ଏଥି ପାଇଁ 'ଜନ ଅଡିଟ' ଟିମ କରିଛି ଅନେକ ଦୁଃସାହସ ଓ ଅକ୍ଳାନ୍ତ ପରିଶ୍ରମ। ସାଧାରଣ ଜନତାଙ୍କ ଅସଲ ଜୀବନ ଦେଖାଇବା ପାଇଁ 'ଜନ ଅଡିଟ' ଟିମର ଅନନ୍ୟ ପ୍ରଚେଷ୍ଟା କୁ ନେଇ ଏହି ବିଶେଷ ଉପସ୍ଥାପନ।
#JanaAudit #GoldenJubilee #inaccessible #courage #presentation #Odisha #ArgusNews