#ଅପପୁଷ୍ଟି_ଯନ୍ତ୍ରଣାରୁ_ମୁକୁଳି_ପାରୁନି_ସୁନ୍ଦରଗଡ଼_ଦମାଳୁ_ଗାଁ
2 ପିଲାଙ୍କୁ ହରାଇବା ପରେ ଅପପୁଷ୍ଟିର ଆଁରୁ 2 ବର୍ଷର ପୁଅକୁ ବଞ୍ଚାଇବା ପାଇଁ 17 ଦିନର ସଂଘର୍ଷ ପରେ ଘରକୁ ଫେରିଛି ଗାଁର ଇନ୍ଦୁମତୀ I ଦୁମାଳ ଗାଁରେ ଅଛନ୍ତି ଅନେକ ଇନ୍ଦୁ ଯେଉଁମାନେ ନିଜ ଛୋଟ ପିଲାଙ୍କୁ ଅପପୁଷ୍ଟିର ଆଁରୁ ରକ୍ଷା କରିବା ପାଇଁ ସଂଘର୍ଷ କରୁଛନ୍ତି I ଦମାଳ ଗାଁରୁ ଅର୍ଗସ ନ୍ୟୁଜର ଗ୍ରାଉଣ୍ଡ ରିପୋର୍ଟ I
#Sundergarh #Malnutrition #Hospital #Husband #CmoOdisha #Odisha #ArgusNews #DamaluVillage